ରାଜ୍ୟରେ ଆଉ ୧୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ୧୨ଟି ଜିଲ୍ଲାରୁ ଆଉ ୧୭ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି କରୋନା ମାଲକାନଗିରି ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି। ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ସମ୍ୱଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧ଶହ ୨୧କୁ ବୃଦ୍ଧି ପାଇଛି ।
2.A 51 years old male of Bhubaneswar.
3.A 38 years old male of Bhubaneswar.
4.A 40 years old male of Balasore district.
5.A 44 years old male of Balasore district.
6.A 40 years old female of Boudh district.
7.A 70 years old male of Deogarh district.
— H & FW Dept Odisha (@HFWOdisha) May 6, 2021
12.A 40 years old male of Malkangiri.
13.A 63 years old male of Mallkangiri district who expired due to diabetes Mellitus, Hypertension, Cerebrovascular accident & Coronary Artery Disease.
— H & FW Dept Odisha (@HFWOdisha) May 6, 2021
17.A 56 years old male of Sundargarh district.
— H & FW Dept Odisha (@HFWOdisha) May 6, 2021