ରାଜ୍ୟରେ କରୋନା ନେଲା ଆଉ ୨୧ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ଗତ ୨୪ ଘଣ୍ଟାରେ ଆଉ ୨୧ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ସେଥିମଧ୍ୟରୁ ଭୁବନେଶ୍ବରରୁ ୨ଜଣ ଅଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୩ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି ବୌଦ୍ଧ, ଗଜପତି ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୨୯୪କୁ ବୃଦ୍ଧି ପାଇଛି।
4.A 70 years old male of Bhubaneswar who was also suffering from Diabetes Mellitus.
5.A 78 years old male of Bhubaneswar who was also suffering from Diabetes Mellitus, Hypertension & Coronary Artery Disease.
6.A 65 years old male of Boudh district.
— H & FW Dept Odisha (@HFWOdisha) May 15, 2021
12.A 44 years old male of Khurdha district.
13.A 61 years old male of Khurdha district who was also suffering from Diabetes Mellitus.
14.A 50 years old male of Koraput district who was also suffering from Diabetes Mellitus.
15.A 42 years old female of Nuapada district.
— H & FW Dept Odisha (@HFWOdisha) May 15, 2021
21.A 52 years old male of Sundargarh district.
— H & FW Dept Odisha (@HFWOdisha) May 15, 2021