ରାଜ୍ୟରେ କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ୧୫ଟି ଜିଲ୍ଲାରୁ ଆଉ ୧୯ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି କରୋନା ଅନୁଗୋଳ, ଭଦ୍ରକ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, ପୁରୀ, ରାୟଗଡ଼ା ସମ୍ୱଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୮୦କୁ ବୃଦ୍ଧି ପାଇଛି।
Regret to inform the demise of nineteen numbers of Covid positive patients while under treatment in hospitals.
1.A 47 years old male of Angul district who was also suffering from Hypertension.
2.A 61 years old male of Bolangir district.
3.A 77 years old male of Bhubaneswar
— H & FW Dept Odisha (@HFWOdisha) May 9, 2021
8.A 30 years old male of Jajpur district who was also suffering from Chronic Kidney Disease.
9.A 55 years old female of Jharsuguda district.
10.A 56 years old female of Khordha district who was also suffering from Hypertension & Chronic Kidney Disease.
— H & FW Dept Odisha (@HFWOdisha) May 9, 2021
16.A 46 years old male of Rayagada district who was also suffering from Diabetes Mellitus & Chronic Kidney Disease.
17.A 38 years old male of Sambalpur district.
18.A 22 years old male of Subarnapur district.
19.A 28 years old male of Sundargarh district.
— H & FW Dept Odisha (@HFWOdisha) May 9, 2021