ରାଜ୍ୟରେ କରୋନା ନେଲା ଆଉ ୨୧ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ୧୪ଟି ଜିଲ୍ଲାରୁ ଆଉ ୨୧ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି କରୋନା ଅନୁଗୁଳ, ଭଦ୍ରକ,କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି। ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୬୧କୁ ବୃଦ୍ଧି ପାଇଛି।
2.A 35 years old male of Angul district who was also suffering from Hypertension & Chronic Kidney Disease.
3.A 92 years old male of Bhadrak district.
4.A 50 years old male of Bhadrak district.
5.A 38 years old male of Cuttack district.
— H & FW Dept Odisha (@HFWOdisha) May 8, 2021
9.A 50 years old male of Jagatsinghpur.
10.A 30 years old female of Jajpur district.
11.A 59 years old male of Keonjhar district.
12.A 72 years old male of Kendrapara district who was also suffering from Bronchial Asthma.
13.A 48 years old male of Khurdha district.
— H & FW Dept Odisha (@HFWOdisha) May 8, 2021
19.A 45 years old male of Puri district.
20.A 44 years old male of Sundargarh district.
21.A 68 years old female of Sundargarh district.
— H & FW Dept Odisha (@HFWOdisha) May 8, 2021