ବଢୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ କରୋନା ନେଲା ଆଉ ୧୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ୧୧ଟି ଜିଲ୍ଲାରୁ ଆଉ ୧୯ ଜଣଙ୍କ ଜୀବନ ନେଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ସେହିପରି କରୋନା ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି। ଗଜପତି, ଅନୁଗୁଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।
Regret to inform the demise of nineteen numbers of Covid positive patients while under treatment in hospitals.
1.A 35 years old male of Angul district who was also suffering from Diabetes Mellitus
2.A 63 years old female of Bhubaneswar who was also suffering from Hypertension
— H & FW Dept Odisha (@HFWOdisha) May 7, 2021
8.A 60 years old male of Gajapati district.
9.A 29 years old female of Jharsuguda district.
10.A 55 years old female of Kalahandi district.
11.A 52 years old female of Khurdha district.
— H & FW Dept Odisha (@HFWOdisha) May 7, 2021
17.A 37 years old female of Sundargarh district.
18.A 50 years old male of Sundargarh district.
19.A 58 years old female of Sundargarh district.
— H & FW Dept Odisha (@HFWOdisha) May 7, 2021