ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରୁ କଣ୍ଟ୍ରାକ୍ଟ କିଲର ଗିରଫ, ବ୍ଯବସାୟୀଙ୍କୁ ମାରିବା ପାଇଁ ନେଇଥିଲା ସୁପାରୀ

ଭୁବନେଶ୍ୱର: ରାଜଧାନୀରୁ କଣ୍ଟ୍ରାକ୍ଟ କିଲରକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୁଲିସ । ୨ଟି ବନ୍ଧୁକ ସହ ଗୁଳି ଜବତ ହୋଇଛି । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ନେଇଥିଲା ସୁପାରୀ । ଖବର ପାଇ ଅଭିଯୁକ୍ତର ପିଛା କରିଥିଲା ପୁଲିସ । ଫାୟାରିଂ ବେଳେ ଜୀବନକୁ ବାଜି ଲଗାଇ କିଲରକୁ କାବୁ କରିଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଆଇଆଇସି, ଏସ୍‌ଆଇ ଓ ଅନ୍ୟ ପୋଲିସ କର୍ମଚାରୀ । ବ୍ୟବସାୟୀଙ୍କୁ ହାତ୍ୟା କରିବାକୁ କିଏ ଦେଇଥିଲା ସୁପାରୀ  ସେନେଇ ତନାଘନା କରୁଛି ପୁଲିସ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ଅପରାଧିକ ମାମଲା ରହିଛି । ୨୦୧୬ରେ ବାରଙ୍ଗର ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

Leave A Reply

Your email address will not be published.