ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ୟ ହରାଇ ପୋଖରୀକୁ ଓଲଟିଲା କଣ୍ଟେନର, ଚାଳକ ଓ ହେଲ୍ପର ଗୁରୁତ୍ୱର ଆହତ

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ଚାନ୍ଦବାଲି କଲେଜ ଛକ ନିକଟରେ ଏକ କଣ୍ଟେନର ଭାରସ୍ୟମ ହରାଇ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ମଧ୍ୟ୍ୟକୁ ଓଲଟି ପଡିଛି l ସକାଳ ପ୍ରାୟ ସାଢ଼େ ୪ଟା ବେଳେ ଚାଳକଙ୍କ ଆଖି ଲାଗିଯାଇ ଥିବାରୁ ଚାଳକ ଭାରସ୍ୟମ ହରାଇ ଥିଲେ, ଏଥିନେଇ ଗାଡିଟି ପୋଖରୀ ଭିତରକୁ ଓଲଟି ପଡିଥିଲା l ସ୍ଥାନୀୟ ବାସୀ ପୋଲିସକୁ ଖବର ଦେବା ସହ ଚାଳକ ଓ ହେଲ୍ପରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି କଣ୍ଟେନର ଟି ଚାନ୍ଦବାଲି ରୁ ପାରାଦୀପକୁ ଯାଉଥିବା ଜଣାଯାଇଛି ।

Leave A Reply

Your email address will not be published.