ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳିକରି ହତ୍ୟା

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ପଣ୍ଡୁଆ ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଜାମୁଝରା ଛକ ନିକଟରେ ବାରୁଆଁ ସମିତି ସଭ୍ୟ ଶ୍ରୀ ଦୀପକ କୁମାର ମିହୁନ୍ତଙ୍କୁ ଗୁଳିମାଡ଼। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ପ୍ରାତଃ ସମୟରେ କୌଣସି କାରଣ OD02N0123 କାର ନେଇ ଯାଉଥିବା ସମୟରେ ଦୁର୍ବୁତଙ୍କ ଦ୍ବାରା ଗୁଳିମାଡ଼ ଶିକାର ହୋଇଥିବା ସୂଚନା ମିଳିଛି। ଗୁଳିକାଣ୍ଡର ପଛରେ ପୂର୍ବ ଶତ୍ରୁତା ଅନୁମାନ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.