ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋରୁଗାଡ଼ିରୁ ଚାନ୍ଦା ଆଦାୟ ଅଡିଓ ଭାଇରାଲ ଘଟଣା , ୩ ପୁଲିସ କର୍ମଚାରୀ ନିଲମ୍ୱିତ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନାର ୩ ଜଣ ପୁଲିସ କର୍ମଚାରୀଙ୍କୁ ମୟୂରଭଞ୍ଜ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ନିଲମ୍ୱିତ କରିଛନ୍ତି। ନିକଟରେ ଗୋରୁ ଗାଡିରୁ ଚାନ୍ଦା ଆଦାୟ ସମ୍ପର୍କିତ ଏକ ଅଡିଓ ଭାଇରାଲ ସମ୍ପର୍କରେ ସୂଚନା ପାଇ ଏସପି ଏହି ନିଲମ୍ୱନ ଆଦେଶ ଦେଇଛନ୍ତି। ନିଲମ୍ୱିତ କର୍ମଚାରୀମାନେ ହେଲେ ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଚନ୍ଦନ କୁମାର ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲ ବାବୁ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.