ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳଯୋଗାଣର ସାରଥୀ ଜଳସାଥୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରାଞ୍ଚଳ ଜଳଯୋଗାଣର ସାରଥୀ ଜଳସାଥୀ । ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ଯକ୍ରମରେ ଯୋଗଦେଇ ଜଳସାଥୀ ତଥ୍ୟ ସମ୍ବଳିତ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳରେ ସୁବ୍ୟବସ୍ଥିତ ଜଳ ଯୋଗାଣରେ ଜଳସାଥୀଙ୍କ ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ । ସମଗ୍ର ରାଜ୍ୟରେ ୯୭ପ୍ରତିଶତ ଘରୋଇ ଜଳଯୋଗାଣ ସଂଯୋଗ ସ୍ଥାପନ କରିବାରେ ଜଳସାଥୀଙ୍କର ନିଷ୍ଠାପର ଉଦ୍ୟମର ପ୍ରଂଶସା କରିଛନ୍ତି ନବୀନ ।

ଭୁବନେଶ୍ବର ମଳ ଉପଚାର କେନ୍ଦ୍ର ତଥା କଟକ ପାନୀୟ ଜଳ ଉପଚାର କେନ୍ଦ୍ରର ପରିଚାଳନାରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ ପାଇଁ ଟ୍ରାନ୍ସଜେଣ୍ଡର ଗୋଷ୍ଠୀଙ୍କ କାର୍ଯ୍ଯକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.