ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍

ଭୁବନେଶ୍ବର : ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ତିନି ପ୍ରଥମ ବର୍ଷ ପାଠପଢା । ନଭେମ୍ବର ୧୫ରୁ ଆରମ୍ଭ ହେବ ପିଜି କ୍ଲାସ । କୋଭିଡ୍ ନିୟମ ମାନି ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପାଠପଢା ହେବ ବୋଲି ସୂଚନା ମିଳିଛି। କଲେଜ କ୍ଲାସ୍‌ ସହ ହଷ୍ଟେଲ ମଧ୍ୟ ଖୋଲିବ । ଏନେଇ ସମସ୍ତ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ପାଠପଢିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ଆଡମିସନ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ମିଳିବ କ୍ଲାସ ରୁମ ଶିକ୍ଷା । ଏ ନେଇ ଉଚ୍ଚ ଶିକ୍ଷା ସଚିବ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

Leave A Reply

Your email address will not be published.