ଘୁଞ୍ଚିଲା ସିଭିଲ୍ ସର୍ଭିସ୍ (ପ୍ରିଲିମିନାରୀ) ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଘୁଞ୍ଚିଲା।

ପୂର୍ବରୁ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ଜୁନ୍ ୨୭ ତାରିଖରେ ହେବାର ଥିଲା। ଏବେ ଏହାକୁ ୨୦୨୧ ଅକ୍ଟୋବର ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

 

Leave a comment