ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରାକୁ ନେଇ ସନ୍ଦେହରେ ସହରବାସୀ: ରାଉରକେଲା ପରେ ଏବେ ପୁରୀରେ ଚାଇନା ପାରା

ପୁରୀ: ପୁରୀରେ ଚାଇନା ପାରାକୁ ନେଇ ଚର୍ଚ୍ଚା। ସୋମବାର ରାଉରକେଲାରେ ଦେଖାଯାଇଥିବା ଚାଇନା ପାରା ଏବେ ପୁରୀ ମାଳତୀପାଟପୁର ପାଖ ବାଇଦାସ ନଗରରେ ଦେଖାଯାଇଛି। ଏହି ପାରା ଗୋଡ଼ରେ ଟ୍ୟାଗ ମଧ୍ୟ ରହିଛି। ଯେଉଁଥିରେ ଚାଇନିଜ ଭାଷାରେ କିଛି ଲେଖାଯାଇଛି। ତେବେ କେଉଁଠୁ ଏ ଚାଇନା ପାରା ଆସୁଛନ୍ତି ତାକୁ ନେଇ ସନ୍ଦେହ ବଢୁଛି। ଆଗରୁ କେବେ ଏଭଳି ପାରା ଦେଖିବାକୁ ମିଳି ନ ଥିବା ବେଳେ ଏବେ କେଉଁଠୁ ଆସିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.