ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱର ସବୁଠାରୁ ଧନୀ ଦେଶ ଚୀନ, ପଛରେ ପଡ଼ିଲା ଆମେରିକା

ଚୀନ୍: ବିଶ୍ୱର ସବୁଠାରୁ ଧନୀ ଦେଶ ହେଲା ଚୀନ । ଆମେରିକାକୁ ପଛରେ ପକାଇ ଦୁନିଆର ସବୁଠାର ଧନୀ ଦେଶର ଆଖ୍ୟା ଅର୍ଜନ କରିଛି ଚୀନ୍ । ମ୍ୟାନେଜମେଣ୍ଟ ଆଣ୍ଡ କମ୍ପାନୀର ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଚାଇନା ଏବେ ଦୁନିଆର ସବୁଠାରୁ ଧନୀ ଦେଶର ମାନ୍ୟତା ପାଇଛି  ।

ଶକ୍ତିଶାଳୀ ରାଷ୍ଟ୍ରଭାବେ ପରିଚିତ ଆମେରିକା ବର୍ତ୍ତମାନ ସବୁ କ୍ଷେତ୍ରରେ ପଛରେ ପଡିବାରେ ଲାଗିଛି । ବିଗତ ୨୦ ବର୍ଷ ଭିତରେ ଚୀନର ଧନ ସମ୍ପତି ପ୍ରାୟ ୩ ଗୁଣା ବୁଦ୍ଧି ପାଇଛି । ଅନ୍ୟରାଷ୍ଟ୍ର ତୁଳନାରେ ନିଜର ସମ୍ପତ୍ତିରୁ ସବୁଠାରୁ ଅଧିକ ବଢାଇବାରେ ଚୀନ ସଫଳ । ଏକ ରିପୋର୍ଟରୁ ଜଣାଡିଛି ଯେ ଚାଇନାର ସମ୍ପତିର ଏକ ବଡ ଅଂଶ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆମେରିକା ଅଳ୍ପ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ।

Leave A Reply

Your email address will not be published.