ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ ଆକ୍ରାନ୍ତଙ୍କୁ ବାକ୍ସରେ ରଖୁଛି ଚୀନ୍‌

ନୂଆଦିଲ୍ଲୀ: ଚୀନର ବିଭିନ୍ନ ଭାଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲୁଥିବା ବେଳେ ସଂକ୍ରମଣ ରୋକିବାକୁ ଚୀନ୍‌ ସରକାର ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। କିନ୍ତୁ କରୋନା ସଂକ୍ରମିତଙ୍କୁ ରଖିବା ଲାଗି ନିକଯରେ ଚୀନ୍‌ ସରକାର ଯେଉଁ ତରକିା ଆପଣେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। ଚୀନ୍‌ର କିଛି ପ୍ରଦେଶରେ ସ୍ଥାନୀୟ ପ୍ରାଶସନ ଧାତୁ ତିଆରି ବାକ୍ସ ଭିତରେ ସଂକ୍ରମିତଙ୍କୁ ରହିବାକୁ ବାଧ୍ୟ କରୁଛନ୍ତି । ଚୀନ ସରକାରଙ୍କର ଏଭଳି ଅମାନବୀୟ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଆନ୍ତର୍ଜାତିକ ସ୍ତରରେ ଉଦ୍‌ବେଗ ପ୍ରକାଶ କରାଯାଇଛି।

Leave A Reply

Your email address will not be published.