ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ ୧ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକା ପାଇଁ କୋୱିନ ଆପରେ ସ୍ଲଟ୍ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଜାନୁଆରୀ ୧ ତାରିଖରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ।  ପଞ୍ଜୀକରଣ ପାଇଁ ଏକ ଅତିରିକ୍ତ ଆଇଡି କାର୍ଡ ଯୋଡାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ, ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଟିକାକରଣ ଜାନୁଆରୀ ୩ ତାରିଖ ୨୦୨୨ ରୁ ଆରମ୍ଭ ହେବ।

Leave A Reply

Your email address will not be published.