ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ କାଲିଠୁ ଆଉ ଲକଡାଉନ ଅବଧି ବଢିବ କି ନାହିଁ ସେ ନେଇ ଆଜି ଦିନ ୧ଟା ୩୦ରେ ହେବ ଘୋଷଣା

ଭୁବନେଶ୍ୱର: ଆଜି ଅପରାହ୍ନ ୧.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଆସନ୍ତା କାଲି ସକାଳ ୫ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ। କାଲିଠୁ ଆଉ ଲକଡାଉନ ଅବଧି ବଢିବ କି ନାହିଁ ସେ ନେଇ ଆଜି ଦିନ ସାଢେ ଗୋଟାଏରେ ଘୋଷଣା ହେବ। ଏ ନେଇ ସବିଶେଷ ବାର୍ତ୍ତା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ତେବେ କିଛି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ ଥିବାରୁ ସେହି ଜିଲ୍ଲା ଗୁଡିକରେ କଟକଣା କୋହଳ ହୋଇପାରେ । ଅନ୍ୟପଟେ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.