ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଲଟିମେଟ ଖୋ ଖୋ ଲିଗ୍ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିଅନ ଓଡିଶା ଜଗରନଟ୍ସ ଟିମଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ ଟାରେ ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶା ଜଗରନଟ୍ସ ଟିମର ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କ ସହ ଏକ ଫଟୋ ସେସନର କାର୍ଯ୍ଯକ୍ରମ ମଧ୍ଯ ରହିଛି। ନିକଟରେ ପୁନେରେ ଅନୁଷ୍ଠିତ ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ତେଲଗୁ ଯୋଦ୍ଧାକୁ ହରେଇ ଚାମ୍ପିଅନ ହୋଇଥିଲା ଓଡିଶା ।

Leave A Reply

Your email address will not be published.