ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ଯାଳୟରେ ନାମଲେଖା ପାଇଁ ନୋଟିଫିକେସନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ଯାଳୟ ପକ୍ଷରୁ ଅନଲାଇନ ମାଧ୍ଯମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଶିକ୍ଷା ଶାସ୍ତ୍ରୀ ( ବିଇଡି), ଶିକ୍ଷା ଆଚାର୍ଯ୍ଯ ( ଏମଇଡି) ଏବଂ ବିଦ୍ଯା ବରିଧି ( ପିଏଚଡ଼ି) ପାଠ୍ଯକ୍ରମ ପାଇଁ ନାମଲେଖା ଆରମ୍ଭ ହେବାକୁ ଯାଉଛି। ଏ ନେଇ ଅଫିସିଆଲ ୱେବସାଇଟ sanskrit.nic.inରେ  ପ୍ରକାଶ  ପାଇଛି। ଆବେଦନର ଶେଷ ତାରିଖ ୨୫ ଜୁନ ରହିଛି। ନାମଲେଖା ପାଇଁ ଆବେଦନ ଫି ୨ହଜାର ଟଙ୍କା ରଖାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଅବେଦନ କରିସାରିଥିବେ ହେଲେ ଫି ଦେଇ ନ ଥିବେ ସେମାନେ ଜୁଲାଇ ୫ ତିରଖ ଭିତରେ ଫି ଦେଇପାରିବେ। ଏନଟ୍ରାସ ମାଧ୍ଯମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ଏହି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୮ରେ ହୋଇପାରେ। ଏହାର ରେଜଲ୍ଟ ଅଗଷ୍ଟ ଶେଷ ସପ୍ତାହରେ ପ୍ରକାଶ ପାଇବ। ଏ ନେଇ ଦିଲ୍ଲୀ କେନ୍ଦ୍ରୀୟ ସଂସ୍କତ ବିଶ୍ବବିଦ୍ଯାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.