ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷାଫଳ

ଭୁବନେଶ୍ବର: ପ୍ରାକାଶ ପାଇଲା ସିବିଏସଇ ୧୦ମ ରେଜଲ୍ଟ । ବୋର୍ଡ ୱେବସାଇଟରେ ଉପଲ୍ବଧ ହୋଇଛି ରେଜଲ୍ଟ । ପିଲାମାନେ ପରୀକ୍ଷା ଫଳ www.cbse.gov.in କିମ୍ବା cbse.nic.in ୱେବ ସାଇଟ୍‍ରେ ଯାଇ ଚେକ କେରି ପାରିବେ। ସିବିଏସଇ ଦଶମରେ ପାସ୍ ହାର ୯୪.୪୦ ପ୍ରତିଶତ ରହିଛି। ଛାତ୍ରୀଙ୍କ ପାସହର ଛାତ୍ରଙ୍କ ତୁଳାନାରେ ଅଧିକ ରହିଛି। ଛାତ୍ରୀଙ୍କ ପାସ ହରା ୯୫.୨୧ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ୯୩.୮୦ ରହିଛି। ଶତପ୍ରତିଶତ ନମ୍ବର ରଖି ମୟଙ୍କ ଯାଦବ ଟପ୍ପର ହୋଇଛନ୍ତି।

ସେହିଭଳି, ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୬୮% ପାସ୍ କରିଥିବା ବେଳେ ଗୌହାଟୀ ରିଜିଅନରେ ସର୍ବନିମ୍ନ ୮୨.୨୩% ପାସ୍ ରହିଛି। ସେହିପରି ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୬.୪୬% ରହିଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ୨୧ ଲକ୍ଷ ୧୬ହଜାର ୨୯୦ ଜଣ ଛାତ୍ରଛତ୍ରୀ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.