ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମାଲକାନଗିରି: କାଲିମେଳା ମାଲକାନଗିରି ଜାତୀୟ ରାଜପଥର ପୋତାଖାଲ କଲୋନୀ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ମୃତ୍ଯୁ ଘଟିଛି। ଦୁଇଜଣ ବାଇକ ଚାଳକ ହେଲେ ଗମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇରାଗଣ୍ଡା ଗ୍ରାମର ଗଙ୍ଗା କବାସୀ ଓ ଲଚ୍ଛା ମାଢି ବୋଲି ଜଣାପଡ଼ିଛି।

Leave A Reply

Your email address will not be published.