ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରାହକଙ୍କ ପାଇଁ ଖୁସି ଖବର : ମାର୍ଚ୍ଚ ୨୦୨୩ ସୁଦ୍ଧା ୫ଜି ଫୋନ୍ ୧୦,୦୦୦ ଟଙ୍କାରେ ମିଳିବ

ନୂଆଦିଲ୍ଲୀ : ୫ଜି ଫୋନ୍ ବ୍ୟବହାର କରିବାକୁ ଆଗ୍ରହୀ ଗ୍ରାହକଙ୍କ ପାଇଁ ଭଲ ଖବର। କାରଣ ମାର୍ଚ୍ଚ ୨୦୨୩ ସୁଦ୍ଧା ଗ୍ରାହକମାନଙ୍କୁ ୫ଜି ଫୋନ୍ ୧୦,୦୦୦ ଟଙ୍କାରେ ମିଳିଯିବ। ମାର୍ଚ୍ଚ ସୁଦ୍ଧା ମୋବାଇଲ୍‌ ଡିଭାଇସ୍ କମ୍ପାନୀ ଏବଂ ଗ୍ଲୋବାଲ୍ ଚିପ୍‌ସେଟ ଉତ୍ପାଦନକାରୀମାନେ ୫ଜି ମୋବାଇଲ୍ ହ୍ୟାଣ୍ଡସେଟ୍ ପ୍ରାୟ ୧୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି, ସେହି ସମୟରେ ଟେଲ୍‌କୋ ବଜାରରେ ୫ଜି ସେବା ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏ ନେଇ ମୋବାଇଲ୍ ଡିଭାଇସ୍ କମ୍ପାନୀଗୁଡିକ ଚିପ୍‌ ନିର୍ମାତାଙ୍କ ସହ କାମ କରୁଥÒବା କ୍ବାଲ୍‌କମ୍‌ କହିଛି। ୫ଜି ଡିଭାଇସ୍ ଜଗର୍‌ନଟ୍‌ର ନେତୃତ୍ୱ କ୍ୱାଲକମ୍ ନେଉଛି।

Leave A Reply

Your email address will not be published.