ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ବାଣିଜ୍ୟ

ଡ୍ରାଗନ୍‌ର ନୂଆ ଚାଲ୍‌: ସମଗ୍ର ବିଶ୍ୱରେ…

ନୂଆଦିଲ୍ଲୀ: ବିଶ୍ବର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ଥିବା ଦେଶ ବତ୍ତର୍ମାନ ସମୟରେ ଅର୍ଥନୈତିକ କ୍ଷେତ୍ରରେ ଅନେକ ଆହ୍ବାନର ସମ୍ମୁଖୀନ ହେଉଛି। ଦେଶର ଅର୍ଥନୀତିର ମେରୁଦଣ୍ଡ ଭାବରେ ବିବେଚନା କରାଯାଉଥିବା ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ପ୍ରାୟ ଡୁବିଯାଇଛି। ଏହା ଚାଇନାର ଜିଡିପିର ପ୍ରାୟ ୩୦ ପ୍ରତିଶତ। ରିଅଲ…

ଆଉ ମାଗଣା ନୁହେଁ ଗୁଗୁଲ୍, ଏଣିକି ସର୍ଚ୍ଚ…

ନୂଆଦିଲ୍ଲୀ : ଏଣିକି ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ରେ କିଛି ବି ସର୍ଚ୍ଚ କରିବାକୁ ହେଲେ ଆପଣଙ୍କୁ ପେମେଣ୍ଟ ଦେବାକୁ ହେବ। ଗୁଗୁଲ ଏପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏନେବଲ୍‌ଡ ସର୍ଚ୍ଚ ଫିଚର ଉପରେ କାମ କରୁଛି, ଯାହା ପାଇଁ ଏହା ଉପଭୋକ୍ତାଙ୍କୁ ଚାର୍ଜ କରିପାରିବ। ଏପରି କରି ଗୁଗୁଲ ସମଗ୍ର ବିଶ୍ୱରେ…

ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍…

ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।  ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା…

୨୦୨୪ ଫୋର୍ବସ୍‌ ତାଲିକା: ଭାରତୀୟ ଧନୀ…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ‘ଫୋର୍ବସ୍‌’ର ବାର୍ଷିକ ବିଶ୍ୱ ଶ୍ରେଷ୍ଠ ଧନୀ ତାଲିକା-୨୦୨୪ । ଫୋର୍ବସର ଭାରତୀୟ ଧନୀ ତାଲିକାରେ ପୁଣିଥରେ ‘ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ତେବେ ମୁକେଶଙ୍କ ତଳେ ଅର୍ଥାତ୍ ଦ୍ଵିତୀୟ ଧନୀ ଭାରତୀୟ ହୋଇଛନ୍ତି ଗୌତମ…

ଫେସ୍‌ବୁକ୍‌ରେ ୟୁଜର୍‌ଙ୍କ ବ୍ୟକ୍ତିଗତ…

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକର ସାରା ଦୁନିଆର କୋଟି କୋଟି ୟୁଜର୍ସ ରହିଛନ୍ତି। ଅନେକ ସମୟରେ ସଂସ୍ଥା ବିରୋଧରେ ଡାଟା ଲିକ୍ ନେଇ ଅଭିଯୋଗ ମଧ୍ୟ ଆସୁଛି। ପୁଣି ଥରେ ବାର୍ଟର ଡାଟା ଏକ୍ସଚେଞ୍ଜ ସହ ଜଡ଼ିତ ମାମଲାରେ ଚାଲିଥିବା ତଦନ୍ତ ଏବଂ କୋର୍ଟ ଶୁଣାଣିରେ ମିଳିଥିବା ସୂଚନା…

ଭିସ୍ତାରା ଏୟାରଲାଇନ୍ସରେ ସଙ୍କଟ : ବାତିଲ…

ନୂଆଦିଲ୍ଲୀ : ଭିସ୍ତାରା ଏୟାରଲାଇନ୍ସର ଅନେକ ବିମାନ ଆଜି ପୁଣି ବାତିଲ ହୋଇଛି। ଗତକାଲି ମଧ୍ୟ ପ୍ରାୟ ୫୦ ବିମାନ ବାତିଲ ହୋଇଥିଲା। ଗତ କିଛି ଦିନ ଧରି ଏପରି ସମସ୍ୟା ଲାଗି ରହିବା ସହ ଦୁଇ ଦିନରେ ପ୍ରାୟ ୧୦୦ରୁ ଅଧିକ ବିମାନ ବାତିଲ ହେବା ସହ ପ୍ରାୟ ୧୬୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ହୋଇଥିବା ମଧ୍ୟ…

ବାର୍ଷିକ ୭ ଲକ୍ଷ ଆୟ ଯାଏ ଟିକସ ମାଫ୍‌,…

ନୂଆଦିଲ୍ଲୀ : ଦେଶରେ ଗତକାଲିଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକବର୍ଷ ୨୦୨୪-୨୫। ଏହାସହ ଲାଗୁ ହୋଇଛି ନୂଆ ଆୟକର ନିୟମ। ଗତ ବଜେଟ୍‌ରେ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁଯାୟୀ ଆଜିଠୁ ପୂର୍ବଭଳି ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥା କାଏମ ରହିଲେ ବି ଟିକସ ଫାଇଲିଂବେଳେ ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଅପସନ୍…

ପଣ୍ୟ କାରବାରରେ ପାରାଦୀପ ୧ ନମ୍ବର ବନ୍ଦର

ପାରାଦୀପ  : ଆର୍ଥିକ ବର୍ଷ ୨୦୨୩-୨୪ ରେ ୧୪୫.୩୮ ନିୟୁତ ମେଟ୍ରିକ୍‌ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଦେଶର ବୃହତ ବନ୍ଦର ମଧ୍ୟରେ ୧ ନମ୍ୱର ସ୍ଥାନ ହାସଲ କରିଛି। ଏହି ନୂତନ କୀର୍ତ୍ତିମାନ ସହିତ ପାରାଦୀପ ବନ୍ଦର କାଣ୍ଡଲା ବନ୍ଦରକୁ ପଛରେ ପକାଇ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ବନ୍ଦର ଟ୍ରାଫିକ…

ଜିଏସ୍‌ଟି ଅଧିକାରୀଙ୍କ ପାଇଁ ନୂଆ ନିୟମ :…

ନୂଆଦିଲ୍ଲୀ : ଜିଏସ୍‌ଟିର ଆଞ୍ଚଳିକ ଅଧିକାରୀମାନଙ୍କୁ ବର୍ତ୍ତମାନ କୌଣସି ବଡ ଉଦ୍ୟୋଗ କିମ୍ବା ପ୍ରମୁଖ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି) ବିରୋଧରେ ତଦନ୍ତ ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ଆଞ୍ଚଳିକ ପ୍ରମୁଖ କମିଶନରଙ୍କ ଅନୁମୋଦନ ନେବାକୁ ପଡିବ। ଏଥିପାଇଁ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସଟି)…

ଏଆଇ ଚାର୍ଟବଟ୍‌ କହିବ ମୃତ୍ୟୁ କେବେ

ନୂଆଦିଲ୍ଲୀ: ବିଜ୍ଞାନର ଅଗ୍ରଗତି ସହ ଟେକ୍ନେେଲାଜିର ଅପ୍‌ଗ୍ରେଡେସନ୍‌ ହେଉଛି। ଏହା ସହ ତାଳ ଦେଇ ମଣିଷ ଉନ୍ନତି କରୁଛି। ମଣିଷ ଯେତେ ବିକାଶ କଲେ ବି ମୃତ୍ୟୁ ସୁନିଶ୍ଚିତ। ଜୀବନରେ ମୃତ୍ୟୁ କେତେବେଳେ ଆସିବ ତାହା କେହି ମଧ୍ୟ କହିପାରିବେ ନାହିଁ। ଟେକ୍ନୋଲୋଜିରେ କ୍ରମାଗତ ଭାବେ ହେଉଥ଄ବା ପରିବର୍ତ୍ତିତ…