ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆନ୍ଦୋଳନରୁ ଓହରିଲା ବସ୍‌ ମାଲିକ ସଂଘ, ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ

ଭୁବନେଶ୍ବର: ରାଜ୍ୟରେ ସ୍ବାଭାବିକ ହେଲା ବସ୍ ଚଳାଚଳ। ସୁରକ୍ଷା ଦାବିରେ ଦିଆଯାଇଥିବା ବସ ଧର୍ମଘଟ ନିଷ୍ପତ୍ତି ହୋଇଛି ପ୍ରତ୍ୟାହାର । ରାଜ୍ୟରେ ଆଜିଠାରୁ ଘରୋଇ ବସ ଚଳାଚଳ ସ୍ୱାଭାବିକ ହେଲା ବୋଲି କହିଛନ୍ତି ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି ବର୍ତ୍ତମାନ ରାଜ୍ୟର ଅଧିକାଶ ରୁଟକୁ ବସ ଚଳାଚଳ ଆରମ୍ଭ ହୋଇଛି । ଡ୍ରାଇଭରଙ୍କ ବିରୋଧ ଯୋଗୁ ବସ ଚଳାଚଳରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସମ୍ପାଦକ ।

Leave A Reply

Your email address will not be published.