ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ, ୨ ଗିରଫ

ଭୁବନେଶ୍ବର: ବିଏସକେୱାଇ କାର୍ଡ ଅନିୟମିତତା ପ୍ରସଙ୍ଗ। ସାଲେପୁର ଘରୋଇ ହସ୍ପିଟାଲର ୨ଜଣ ଅଧିକାରୀଙ୍କୁ ଗିରଫ କଲା ମଧୁପାଟଣା ପୁଲିସ । ଘଟଣାରେ ସମ୍ପୃକ୍ତ ଜେମ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ସମେତ ୩ଜଣ ଫେରାର ହୋଇ ଯାଇଛନ୍ତି ।

ଡାକ୍ତର ଚିନ୍ମୟ ସାଲେପୁର ଶୋଭା ନର୍ସିହୋମରେ କୁନି ପାତ୍ରଙ୍କ କାର୍ଡ ସ୍ୱାବ କରି ଜେମ କେୟାରରେ ଷ୍ଟୋନ ଅପରେସନ କରାଇଥିଲେ । ଡିସଚାର୍ଜ ପରେ ରୋଗୀ ଅସହ୍ୟ ଯନ୍ତ୍ରଣା ପାଇଁ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ୬ ମାର୍ଚ୍ଚ ରାତିରେ କୁନିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମଧୁପାଟଣା ଥାନାରେ ଏତଲା ହୋଇଥଲା ।

Leave A Reply

Your email address will not be published.