ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଉଜର ପ୍ରେମ ବ୍ୟାପାରକୁ ନେଇ ଦିଅର କଲେ ହତ୍ୟା

ଭାଉଜ ର ଅନୈତିକ ସମ୍ପର୍କ କୁ ନେଇ ଦିଅର କଲା ହତ୍ୟା କାଣ୍ଡ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅନ୍ତର୍ଗତ ସୁବଳୟl ଠାରେ । ସୂଚନ ମୁତାବକ ବ୍ରାହ୍ମଣ ପାଦ ର ଯଶବନ୍ତ ନାୟକ ସହ ସୁବଳୟ। ର ଅନୈତିକ ପ୍ରେମ ସମ୍ପର୍କ ଥିଲା । ଗତକାଲି ରାତିରେ ଯଶବନ୍ତ ସୁବଳୟl ପ୍ରେମିକା ସହିତ ଭେଟିବାକୁ ଯାଇଥିବା ବେଳେ ମକରଦ ନାୟକ ଦିଅର ଯଶବନ୍ତ ଙ୍କ ମୁଣ୍ଡର ପଛପଟ କୁ ଏକ ଟାଙ୍ଗିଆରେ ହାଣି ଥିଲା ଯାହାଫଳରେ ଯଶବନ୍ତ ଘଟଣା ସ୍ତଳରେ ମୃତୁ ବରଣ କରିଥିଲେ । ଏହି ଖବର୍ ପାଇ ଚକାପାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମକରନ୍ଦ ନାୟକ ଙ୍କୁ ଅଟକ ରଖିବା ସହ ଶବ ଉଦ୍ଧାର କରି ତଦନ୍ତ ଚାଲିଛି ।

Leave A Reply

Your email address will not be published.