ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଥ୍‌ ଭିତରେ ବିଜେପି କର୍ମୀଙ୍କ ଉନ୍ମତ୍ତକାଣ୍ଡ : ୨ ବିଜେଡି କର୍ମୀ ଆହତ

ବାଲେଶ୍ୱର: ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତର 4ନଂ ବୁଥ୍‌ରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେଡିର ଜଣେ ମହିଳାଙ୍କ ସମେତ ୨ଜଣ କର୍ମୀ ଆହତ ହୋଇଛନ୍ତି । ଭୋଟ ଦେବାକୁ ଯାଉଥିବାବେଳ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସୂଚନା ମୁତବାକ ଭୋଟର ଲିଷ୍ଟରେ ଡାକ ନାଁ ଶିବା ରହିଛି ଏବଂ ଭୋଟର କାର୍ଡରେ ଶିବା ମଳିକ ରହିଛି । ତେଣୁ ତାଙ୍କ ନାମ ହିଁ ଲିଷ୍ଟରେ ପରିବର୍ତ୍ତନ ହୋଇଯାଇଥିବା ସେ କହିଥିଲେ । ଭୋଟ ଦେବାକୁ ମଧ୍ୟ କହିଥିଲେ ଉକ୍ତ ବ୍ୟକ୍ତି । କିନ୍ତୁ ଏହି ବ୍ୟକ୍ତି ଜଣଙ୍କୁ ଭୋଟ ଦେବାକୁ ବିରୋଧ କରିଥିଲେ ବିଜେପି କର୍ମୀ । ପରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା, ବିଜେଡି କର୍ମୀଙ୍କୁ ଆକ୍ରମଣ କରିତଇଳଏ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।

Leave A Reply

Your email address will not be published.