ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କଲେ ଦଳର ନୂଆ ମିଡିଆ ଟିମ୍

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦଳର ନୂଆ ମିଡିଆ ଟିମ୍ । ଦୁଇଦିନ ତଳେ ଏହି ନୂଆ ଟିମ୍‌କୁ ଅନୁମୋଦନ ଦେଇଥିଲେ ନବୀନ ପଟ୍ଟନାୟକ । ଏଥିରେ ଜଣେ ସଂଯୋଜକ ଓ ଜଣେ ସହ- ସଂଯୋଜକ ରହିଛନ୍ତି। ସେହିପରି ସାଂସଦ ମାନସ ମଙ୍ଗରାଜଙ୍କ ସମେତ ୬ଜଣଙ୍କୁ ଜାତୀୟ ମୁଖପାତ୍ର କରାଯାଇଛି । ମିଡିଆ ଟିମ୍‌ରେ ୧୬ଜଣ ମୁଖପାତ୍ର ଓ ୯ ଜଣ ପ୍ୟାନେଲିଷ୍ଟ ଅଛନ୍ତି । ସେମାନେ ଦଳର ଚିନ୍ତାଧାରା ଆଭିମୁଖ୍ୟକୁ କିପରି ଉପସ୍ଥାପନ କରିବେ, ସେନେଇ ନବୀନ ପଟ୍ଟନାୟକଙ୍କ ପରାମର୍ଶ ନେଇଛନ୍ତି ।

Leave A Reply

Your email address will not be published.