ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୦ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ , ୫ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ୩୦ ଜିଲ୍ଲା ପାଇଁ ପର୍ଯ୍ଯବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ଯବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଏହି ନୂଆ ତାଲିକାକୁ ଜାରିକରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଅନୁଗୁଳ- ପ୍ରଶାନ୍ତ ମୁଦୁଲି

ବାଲେଶ୍ୱର- ପ୍ରତାପ କେଶରୀ ଦେବ

ବରଗଡ଼ – ସୁଧିର କୁମାର ସାମଲ

ଭଦ୍ରକ- ପ୍ରଣବ ବଳବନ୍ତରାୟ

ବଲାଙ୍ଗୀର ଓ ଦେବଗଡ଼- ସୁଶାନ୍ତ ସିଂହ

ବୌଦ୍ଧ-ସୌଭାଗ୍ୟ ନାୟକ

କଟକ-ଉଷା ଦେବୀ

ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ

ଗଞ୍ଜାମ- ପ୍ରଦୀପ କୁମାର ଅମାତ

ଜଗତସିଂହପୁର- ଅରୁଣ କୁମାର ସାହୁ

ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା

ଝାରସୁଗୁଡ଼ା-  ସାରଦା ପ୍ରସାଦ ନାୟକ

କଳାହାଣ୍ଡି -ନବ କିଶୋର ଦାସ

କନ୍ଧମାଳ- ବିଜୟ ନାୟକ

କେନ୍ଦ୍ରାପଡ଼ା-  ପ୍ରଫୁଲ କୁମାର ମଲ୍ଲୀକ

ଖୋର୍ଦ୍ଧା ଓ ଢେଙ୍କାନଳ-ପ୍ରମିଳା ମଲ୍ଳିକ

କୋରାପୁଟ ଓ ମାଲକାନଗିରି -ଦିବ୍ୟଶଙ୍କର ମିଶ୍ର

ମୟୂରଭଞ୍ଜ ଓ କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ

ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ

ନୟାଗଡ଼-ପଦ୍ମନାଭ ବେହେରା

ନୂଆପଡ଼ା- ଟୁକୁନି ସାହୁ

ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ

ସୁବର୍ଣ୍ଣପୁର- ରୋହିତ ପୂଜାରୀ

ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

 

Leave A Reply

Your email address will not be published.