ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୦ ଜିଲ୍ଲା ପାଇଁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ, ୪ ଯୁବ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ । ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଦଳୀୟ ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ ତାଲିକାକୁ ପ୍ରକାଶ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ ( ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।

ଅନୁଗୁଳ- ପ୍ରଶାନ୍ତ ମୁଦୁଲି

ବାଲେଶ୍ୱର- ପ୍ରତାପ କେଶରୀ ଦେବ

ବରଗଡ଼ – ସୁଧିର କୁମାର ସାମଲ

ଭଦ୍ରକ- ପ୍ରଣବ ବଳବନ୍ତରାୟ

ବଲାଙ୍ଗୀର- ସୁଶାନ୍ତ ସିଂହ

ବୌଦ୍ଧ-ସୌଭାଗ୍ୟ ନାୟକ

କଟକ-ଉଷା ଦେବୀ

ଦେବଗଡ଼ -ସୁଶାନ୍ତ ସିଂହ

ଢେଙ୍କାନାଳ-ବିଜୟ ନାୟକ

ଗଜପତି – ଅତନୁ ସବ୍ୟସାଚୀ ନାୟକ

ଗଞ୍ଜାମ-ପ୍ରଫୁଲ୍ଲ ମଲ୍ଲିକ

ଜଗତସିଂହପୁର-ସମୀର ରଞ୍ଜନ ଦାସ

ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା

ଝାରସୁଗୁଡ଼ା- ସୁବାସ ସିଂହ

କଳାହାଣ୍ଡି -ନବ କିଶୋର ଦାସ

କନ୍ଧମାଳ-ପ୍ରତାପ ଜେନା

କେନ୍ଦ୍ରାପଡ଼ା- ଦେବାଶିଷ ସାମନ୍ତରାୟ

କେନ୍ଦୁଝର-ପ୍ରଣବ ପ୍ରକାଶ ଦାସ

ଖୋର୍ଦ୍ଧା-ପ୍ରମିଳା ମଲ୍ଳିକ

କୋରାପୁଟ-ଚନ୍ଦ୍ର ସାରଥି ବେହେରା

ମୟୂରଭଞ୍ଜ -ପ୍ରଣବ ପ୍ରକାଶ ଦାସ

ନବରଙ୍ଗପୁର-ତୁଷାରକାନ୍ତି ବେହେରା

ନୟାଗଡ଼-ପଦ୍ମନାଭ ବେହେରା

ନୂଆପଡ଼ା-ଦିବ୍ୟଶଙ୍କର ମିଶ୍ର

ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ରାୟଗଡ଼ା-ଅତନୁ ସବ୍ୟସାଚୀ ନାୟକ

ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ

ସୁବର୍ଣ୍ଣପୁର-ପ୍ରଦୀପ କୁମାର ଅମାତ

ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ

Leave A Reply

Your email address will not be published.