ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠୁ ନବୀନ ନିବାସରେ ଚାଲିବ ବିଜେଡି ପର୍ଯ୍ଯବେକ୍ଷକଙ୍କ ବୈଠକ, ୨୦୨୪ ନିର୍ବାଚନ ପାଇଁ ଆରମ୍ଭ ହେବ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲିଠୁ ୩ଦିନ ଧରି ଚାଲିବ ବିଜେଡି ପର୍ଯ୍ଯବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ଯବେକ୍ଷଙ୍କ ବୈଠକ ଡାକିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩ଦି ଧରି ଏହି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଜିଲ୍ଲାୱାରୀ ପର୍ଯ୍ଯବେକ୍ଷକଙ୍କ ବୈଠକ ନବେ ନବୀନ ପଟ୍ଟନାୟକ। ପୌର, ପଞ୍ଚାୟତ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହେବ। ଫୋକସରେ ରହିବ ସରକାରୀ ଜନକଲ୍ଯାଣକାରୀ ଯୋଜନା। ଜିଲ୍ଲାଗୁଡିକରେ ଥିବା ସଙ୍ଗଠନନ ସଫଳତା ନେଇ ମଧ୍ଯ ଆଲୋଚନା ହେବ। ପର୍ଯ୍ଯବେକ୍ଷଙ୍କ ସହ ଫେସ ଟୁ ଫେସ କଥା ହେବେ ନବୀନ। ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର ଟିପ୍ସ ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

Leave A Reply

Your email address will not be published.