ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ

ଆରଡି : ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ। କୋଠାର ପଞ୍ଚାୟତର ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନ ସରପଞ୍ଚ ନିମାଇଁ ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡିର ଯୋଗଦାନ। ଏହି ମିଶ୍ରଣପର୍ବରେ ଧର୍ମଶାଳା ବିଧାୟକ ତଥା ଜିଲା ପର୍ଯ୍ଯବେକ୍ଷକ ପ୍ରଣବବଳବନ୍ତ ରାୟ, ଭଦ୍ରକ ବିଧାୟକ ସଂଞିବ ମଲିକ ପ୍ରମୁଖ ଉପସ୍ଥିତଥିଲେ। ରାଜ୍ଯର ମୁଖ୍ଯମନ୍ତ୍ରୀଙ୍କ ତଥା ବିଜେଡିଦଳର ସୁପ୍ରିମ ନବୀନ ପଟନାୟକଙ୍କ ଲୋକାଭିମୁଖି କାର୍ଯ୍ଯ ଓ ତାଙ୍କର ଲୋକପ୍ରିୟତାକୁ ନେଇ ବିଜେପି ଦଳର ପୂର୍ବତନ ସରପଞ୍ଚଙ୍କ ସହ ଛାମୁଆ ନେତା ବିଜେଡିରେ ଯୋଗଦାନ କରିଛନ୍ତି। ବିଧାୟକ ପୁଷ୍ପଗୁଚ୍ଛ ଓ ଦଳୀୟ ଓତରୀୟ ଦେଇ ସ୍ବାଗତ କରିଥିଲେ।

Leave A Reply

Your email address will not be published.