ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ

ଆରଡି : ଧାମନଗର ଉପନିର୍ବାଚନ ପୂର୍ବରୁ ବଢୁଛି ବିଜେଡିର ବଳ, ବିଜେପି ସମିତିସଭ୍ଯା ମାମୀଲତା ମଲିକଙ୍କ ସହ ଶତାଧିକ କର୍ମୀ ବିଜେଡିରେ ମିଶିଲେ। ସାଂସଦ ମଞୁଲତା ମଣ୍ଡଳ, ବିଧାୟକ ବ୍ଯୋମକେଶ ରାୟ, ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ଜିଲାପରିଷଦ ବିଦ୍ଯୁତପ୍ରଭା ନାୟକ ପ୍ରମୁଖ ପୁଷ୍ପଗୁଛ ଓ ଦଳୀୟ ଓତରୀୟ ଦେଇ ସ୍ବାଗତ ଜଣାଇଛନ୍ତି।

Leave a comment