bitcoin
Bitcoin (BTC) 2,349,421.47 2.19%
ethereum
Ethereum (ETH) 157,861.26 2.37%
tether
Tether (USDT) 77.90 0.08%
bnb
BNB (BNB) 24,843.59 1.47%
usd-coin
USD Coin (USDC) 77.90 0.25%
xrp
XRP (XRP) 32.63 1.26%
binance-usd
Binance USD (BUSD) 77.82 0.25%
cardano
Cardano (ADA) 41.98 2.16%
solana
Solana (SOL) 4,051.24 3.34%
dogecoin
Dogecoin (DOGE) 6.72 0.78%

ମନିପର୍ସ ସମ୍ପର୍କିତ ବାସ୍ତୁ ଟିପ୍‌ସ

ସୁଖଶାନ୍ତିରେ ରହିବା ପାଇଁ ସବୁ ବ୍ୟକ୍ତି ଧନସମ୍ପତ୍ତି ଚାହିଁଥାନ୍ତି। ଏଥିପାଇଁ ଦିନରାତି ପରିଶ୍ରମ କରନ୍ତି। କିନ୍ତୁ ଅନେକ ସମୟରେ ଆର୍ଥିକ ସମସ୍ୟା ଦେଖାଯାଏ। ଏମିତି ପରିସ୍ଥିତିରେ ପର୍ସ ଖାଲି ହେବା ମଧ୍ୟ ଏକ ସାଧାରଣ କଥା। କିନ୍ତୁ ଏମିତି କିଛି ବାସ୍ତୁ ଟିପ୍‌ସ ରହିଛି, ଯାହାକୁ ମାନିବା ଦ୍ବାରା ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିଥାଏ। ସେସବୁ ନିୟମଗୁଡ଼ିକ ହେଉଛି –

  • ଅନେକ ଲୋକ ନିଜ ପର୍ସରେ ଔଷଧ ରଖି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। ପର୍ସରେ ଔଷଧ ରଖିବା ଦ୍ବାରା ନକାରାତ୍ମକତା ବୃଦ୍ଧି ପାଏ।
  • ମହିଳାମାନେ ନିଜ ପର୍ସରେ ଚକୋଲେଟ୍‌ ଭଳି ଛୋଟ ଖାଇବା ଜିନିଷ ରଖିଥାନ୍ତି। ଏଭଳି କରିବା ଦ୍ବାରା ଆର୍ଥିକ ସମସ୍ୟା ଆସିଥାଏ।
  • ଘର ଓ ଅଫିସ୍‌ର ସବୁ ଜିନିଷ ବ୍ୟବସ୍ଥିତ ଢଙ୍ଗରେ ରଖିବା ସହ କ୍ରିଷ୍ଟାଲ୍‌ ଟ୍ରି, ବାଉଁଶ ଗଛ, ଲାଫିଙ୍ଗ୍‌ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଘରେ ରଖନ୍ତୁ।
  • ଅଧିକାଂଶ ସମୟରେ ପାଣି ପଡ଼ୁଥିବା ଟ୍ୟାପ୍‌କୁ ମରାମତି କରନ୍ତୁ। ସବୁବେଳେ ପାଣି ପଡ଼ିବା ଯୋଗୁଁ ଆର୍ଥିକ ସମସ୍ୟା ସୃଷ୍ଟି ହୁଏ।
  • ଘରେ ଯେପରି ସୂର୍ଯ୍ୟକିରଣ ପଡ଼ିବ, ତାହାର ବ୍ୟବସ୍ଥା କରନ୍ତୁ।
  • ଘର ଭିତର ସହିତ ଘରର ମୁଖ୍ୟ ଦ୍ବାରକୁ ସୁନ୍ଦର ଓ ସଫାସୁତରା ରଖନ୍ତୁ। ଏଭଳି କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।
Leave a comment