ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧତ୍କାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧତ୍କାରୀ ଚୁଳବତୀ ସାହୁ। ଲାଞ୍ଚ ନେଲା ବେଳେ ଚୁଳବତୀ ସାହୁ ଭିଜିଲାନ୍ସ  ଜାଲରେ ପଡ଼ିଛନ୍ତି। ହୋଟେଲ ମାଲିକଙ୍କଠାରୁ ଫୁଡ୍ ସେଫ୍‌ଟି ଲାଇସେନ୍ସ ପାଇଁ ଲାଞ୍ଚ ନେଉଥିଲେ। ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ଧରିଛି।

Leave A Reply

Your email address will not be published.