ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡହଡ଼ହ ତାତିରେ ସିଝୁଛି ସାରାରାଜ୍ୟ: ବଲାଙ୍ଗୀର ୪୪ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ବଢୁଛି ସୂର୍ଯ୍ୟଙ୍କ ଉତ୍ତାପ, ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ତାତିରୁ ନିସ୍ତାର ନାହିଁ। ଆଜି ବଲାଙ୍ଗୀର ୪୪ ଡ଼ିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ୨୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଓ ତାଠାରୁ ଅଧିକ ରହିଛି। ୧୬ ସହରରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଥିବା ବେଳେ ୮ ସହରର ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। 

ଚାନ୍ଦବାବାଲୀ -୪୦.୩

କଟକ -୪୦.୨

ଭୁବନେଶ୍ବର- ୪୦.୮ 

ଅନୁଗୁଳ- ୪୩.୭

ବାରିପଦା- ୪୩.୨

ଝାରସୁଗୁଡ଼ା-୪୩.୨

କେନ୍ଦୁଝର- ୪୦.୮

ସମ୍ବଲପୁର- ୪୩

ସୁନ୍ଦରଗଡ଼- ୪୨.୫

ହୀରାକୁଦ- ୪୨.୬

ବଲାଙ୍ଗୀର-୪୪ ( ସବୁଠୁ ଉତ୍ତପ୍ତ )

ଟିଟିଲାଗଡ଼- ୪୩.୮

ତାଳଚେର- ୪୩

ଭଦ୍ରକ- ୪୧.୫

ଯାଜପୁର- ୪୧.୨

ଢେଙ୍କାନାଳ- ୪୦.୫

ଦେବଗଡ଼- ୪୨.୬

ବରଗଡ଼- ୪୨

ନୂଆପଡ଼ା- ୪୧

ଖୋର୍ଦ୍ଧା- ୪୨

କେନ୍ଦ୍ରାପଡ଼ା- ୪୨.୨

ସୋନପୁର- ୪୩.୪

ବୌଦ୍ଧ- ୪୨.୫

ନୟାଗଡ଼- ୪୧

ପାରଳାଖେମୁଣ୍ଡି- ୪୦

ମାଲକାନଗିରି- ୪୦

Leave A Reply

Your email address will not be published.