କୁସ୍ତିରେ ବ୍ରୋଞ୍ଜ ଜିତିଲେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ 2020 ରେ ଫ୍ରିଷ୍ଟାଇଲ୍ 65 କିଲୋଗ୍ରାମ ବର୍ଗରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ବ୍ରୋଞ୍ଜ ପଦକ ଜିତିବା ପାଇଁ ବଜରଙ୍ଗ କାଜାଖସ୍ତାନର ଡାଉଲେଟ୍ ନିୟାଜବେକୋଭଙ୍କୁ 8-0ରେ ପରାସ୍ତ କରିଥିଲେ।

Leave a comment