ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ହାତରେ ଆଉ ମାତ୍ର ଛଅଶହ ବର୍ଷ’

ବିଶ୍ୱତାପନର ପ୍ରଭାବ ଆମକୁ କେତେଦୂର ଅସ୍ତବ୍ୟସ୍ତ କରିପାରେ, ତାହା ରାଜ୍ୟବାସୀ ୫ ଏପ୍ରିଲ ୨୦୨୪କୁ ମନେ ପକାଇଲେ ହୃଦୟଙ୍ଗମ କରିପାରିବେ। ସେଦିନ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ଫସିୟସ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୪୩.୫ ଡିଗ୍ରୀକୁ ଛୁଇଁଥିଲା।…

ବଜାର ଓ ବିଜ୍ଞାପନର କିମିଆରେ ତ୍ରସ୍ତ…

ଆଗକୁ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରା ଆଦି ପର୍ବ ପାଖେଇ ଆସୁଛି। ପାର୍ବଣ ଓ ପରମ୍ପରାର ଏକ ବଡ଼ ଅଂଶ ହେଲା ନୂଆ ନୂଆ ଜିନିଷ କିଣିବା, ବଜାର ଓ ମଲ୍‌‌ମାନଙ୍କରେ ଭିଡ଼ ଜମାଇବା ଏବଂ ବିଭିନ୍ନ ପ୍ରକାର ଆକର୍ଷଣୀୟ ଜିନିଷ ତଥା ସେବା କିଣିବା। ସେପଟେ ଏହିଭଳି ସୁଯୋଗକୁ ଉଣ୍ଡି…

ମଙ୍ଗଳବାର ରାଶିଫଳ ( ୧୬-୦୪-୨୦୨୪ )

ମେଷ: ବ୍ୟବସାୟରେ କ୍ଷତି ଘଟିବ। ବିଦ୍ୟାର୍ଥୀ ପଢ଼ାକୁ ନେଇ ଚିନ୍ତାରେ ରହିବେ। ଗୁରୁଜନଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପରିଶ୍ରମର ଉଚିତ ଫଳ ମିଳିବ।ବୃଷ: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି।…

ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା…

ଯାଜପୁର: ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ୧୬ ନଂ ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟି ଛକ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ଅଗ୍ନିଶମବାହିନୀ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ବୋମାମାଡ଼। ବୋମାମାଡ଼ରେ ୬ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୨ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

କଂଗ୍ରେସରୁ ବହିଷ୍କୃତ ପରେ ପ୍ରତିକ୍ରିୟା…

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି ଏଆଇସିସି । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଶାସ୍ତି ଦେଇଛି ଦଳ । ତେବେ କଂଗ୍ରେସର ଏପରି କାର୍ଯ୍ୟାନୁଷ୍ଠାନ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି, 'ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ…

ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ…

ଭୁବନେଶ୍ୱର: ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଅସହ୍ୟ ଖରାରେ ଶ୍ରମିକଙ୍କୁ କାମ କରାଇଲେ ହେବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସଆରସି । ନିର୍ଦ୍ଦେଶ ଅବମାନନା ହେଲେ ସମ୍ପକ୍ତ ଅଧିକାରୀ ଦାୟୀ ରହିବେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ…

ଧାର୍ମୀୟ ଚିନ୍ତନରେ ପରିବେଶ ସୁରକ୍ଷା

ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ପୂର୍ବରୁ ବିଭିନ୍ନ ଆବର୍ଜନା, ବର୍ଯ୍ୟବସ୍ତୁ ନଦୀ ମଧ୍ୟରେ ଓ ନଦୀ କୂଳରେ ଫୋପାଡିବା ଏବଂ ନଦୀକୂଳରେ ଶୌଚ ଅଭ୍ୟାସ ଇତ୍ୟାଦି ଯୋଗୁଁ ମହାନଦୀ ବିଶେଷ ମାତ୍ରାରେ ପ୍ରଦୂଷିତ ହେଉଥିଲା। ମା ମହାନଦୀ ଆଳତୀ ଆରମ୍ଭ ହେବା ପରେ ପରିସର ଆବର୍ଜନା ଏବଂ ଶୌଚମୁକ୍ତ ହେବା ସହିତ…

ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା…

ଭଦ୍ରକ: ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା କାର୍‌ । ଦୁର୍ଘଟଣାରେ ବାପା ଓ ଝିଅ ମୃତ, ଶାଶୁ ବୋହୂ ଗୁରୁତର । ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଭଣ୍ଡାରିପୋଖରୀ ଆଖୁଆପଦା ନିକଟ ଯଶୋଟିକିରି ଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ପରେ ଭଣ୍ଡାରିପୋଖରୀ ଅଗ୍ନିଶମ…

ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନୀଳ…

ଡେଲାଙ୍ଗ(ପ୍ରଦୀପ ରଞ୍ଜନ ବିଶ୍ୱାଳ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଧିନ ହରିରାଜପୁରରେ ପଶ୍ଚିମମୁଖା ହୋଇ ପୂଜା ପାଉଛନ୍ତି ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ। ତାଙ୍କର ମହିମା ଅନନ୍ୟ, ପ୍ରଭୁଙ୍କ ନୀଳ ପୋଖରୀରେ ସ୍ନାନ କଲେ ଅସାଧ୍ୟ ଜ୍ୱର ରୋଗ ଭଲ ହୋଇଯାଇଥାଏ ବୋଲି ଅନେକ ଦୃଷ୍ଟାନ୍ତ ରହିଛି।୧୬୦୦…