କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ…

କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ରୋଗୀ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ। ଦୁର୍ବଳ କି ଥକ୍କା ଅନୁଭବ ହେଉଥିଲେ ଉଚିତ୍ ଖାଦ୍ୟ ଦ୍ବାରା ଶରୀରକୁ ଶକ୍ତି ମିଳିବ ଓ ଶରୀର ଫିଟ୍ ରହିବ। ସକାଳୁ ଭିଜା ବାଦାମ ଓ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବେ ପଞ୍ଚଗବ୍ୟର ବ୍ୟବହାର। କେବଳ ଯେ ଜଟିଳ ରୋଗରୁ ପଞ୍ଚଗବ୍ୟରୁ ମୁକ୍ତି ମିଳୁଛି, ତାହା ନୁହେଁ; ଦୈନନ୍ଦିନ ଜୀବନରେ ପଞ୍ଚଗବ୍ୟର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରୁଛି। ଅନେକ ଲୋକ ହୁଏତ ଏହାକୁ ବିଶ୍ୱାସ କରି ନପାରନ୍ତି; ମାତ୍ର ବହୁ ପୁରାତନ…

୮୩ ବର୍ଷୀୟ ବୃଦ୍ଧଙ୍କ ଆଗରେ ହାର ମାନିଲା…

ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ସାରା ଭାରତକୁ କବଳିତ କରି ରଖିଛି । କରୋନା ଭୟରେ ଲୋକମାନେ ବାହାରକୁ ବାହାରୁ ନାହାନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ମଧ୍ୟରେ ବାଲିଗୁଡ଼ାରୁ ଆସିଛି ଗୋଟେ ଖୁସିର ଖବର । ଯେଉଁଠି ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଛି କରୋନା । ଭୂତାଣୁ ସହ ଲଢେଇରେ ଜିତାପଟ…

ସହରର ଭିନ୍ନ ଜାଗ୍ରତପ୍ରହରୀ ‘ଡେଲିଭରୀ…

ଚାରିଆଡ଼େ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ଚାରିଆଡ଼େ ଭୟର ବାତାବରଣ। ସହରରେ କରୋନାକୁ ମାତ୍‍ ଦେବା ପାଇଁ ଲକ୍‍ଡାଉନ୍‍ ଏବଂ ସଟ୍‍ଡାଉନ୍‍ ଲାଗୁ କରାଯାଉଛି। ଏଭଳି ସମୟରେ ନିଜ ଜୀବନକୁ ପାଣି ଛଡ଼େଇ ଡେଲିଭରୀ ବଏମାନେ ସାଇକଲ ଓ ଗାଡ଼ି ଧରି ଖରାରେ ତରାରେ ଘରକୁ ଘର ବୁଲି ଲୋକଙ୍କ…

ଭୟଙ୍କର ରୂପ ନେଇ ଆଗକୁ ବଢୁଛି ବାତ୍ୟା…

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକ୍‌ତେ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଗୋଆର ପାଞ୍ଜିମଠାରୁ ଦକ୍ଷିଣ ପଶ୍ଚିମରେ ୨୯୦ କିମି, ମୁମ୍ବାଇର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୫୦…

ସଟ୍‍ଡାଉନ୍‍ରେ ସଟର୍‍ ତଳେ ବେପାର

କୋଭିଡ୍‍ ସଂକ୍ରମଣ ରୋକିବା ପାଇଁ ପୁଲିସ ଦୋକାନ ଖୋଲିବା ଉପରେ ଶନିବାର, ରବିବାର ସପ୍ତାହାନ୍ତ ସଟଡାଉନ୍‍ କଟକଣା ଜାରି କରିଛି । କିନ୍ତୁ ଦୋକାନୀମାନେ ସିନା ଦୋକାନ ବନ୍ଦ କରିଛନ୍ତି ହେଲେ ସଟର୍‍ ତଳେ ଚାଲିଛି ବେପାର। ଅନେକ ମଧ୍ୟ ଦୋକାନ କ୍ୟାବିନ୍‍ ପଛପଟେ ଖୁଲମଖୁଲା ପାନ୍‍, ଗୁଟୁଖା, ଚା, ସିଗାରେଟ ସବୁ…

ହୋଟେଲରେ ମିଳିବ କରୋନା ଚିକିତ୍ସା

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିଚାଲିଛି। ଏଥିପାଇଁ ବର୍ତ୍ତମାନ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ବୃଦ୍ଧି ଉପରେ ବିଏମ୍‍ସି ଗୁରୁତ୍ୱ ଦେଇଛି। ଏହି କ୍ରମରେ ଶନିବାର ବିଏମ୍‍ସି କମିସନର ସଞ୍ଜୟ ସିଂ ସହରର ଘରୋଇ ହସ୍ପିଟାଲ୍‍ ଓ ବିଭିନ୍ନ ହୋଟେଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ…

ବହୁତ ଜଲ୍‌ଦି ବିବାହ କରିବେ ଅଙ୍କିତା…

‘ପବିତ୍ର ରିସ୍ତା’ ସିରିଏଲରୁ ‘ଅର୍ଚ୍ଚନା’ ନାମରେ ଘରେ ଘରେ ପରିଚିତ ଅଙ୍କିତା ଲୋଖଣ୍ଡେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ବିଗତ ତିନିବର୍ଷ ଧରି ଅଙ୍କିତା ଭିକି ଜୈନଙ୍କୁ ଡେଟ୍ କରୁଛନ୍ତି। ନିକଟରେ ଅଙ୍କିତା ତାଙ୍କ ବ୍ୟକ୍ତିଗତ…

‘ଡର’ – କରୋନା ଉପରେ…

କରୋନାକୁ ଡରନ୍ତୁ ନାହିଁ, ବରଂ ତାକୁ ହରେଇବାକୁ ଚେଷ୍ଟା କରନ୍ତୁ । ବର୍ତମାନ ସମୟରେ ଯେ କୋୖଣସି କାରଣରୁ ବି ଦେହ ଟିକେ ଅସୁସ୍ଥ ହେଲେ ମନରେ ଭୟ ଆସୁଛି କି କାଳେ କରୋନା ହେଇଥିବ ବୋଲି । ସଂଗେ ସଂଗେ ମନରେ କରୋନା ବିଷୟରେ ଅସ୍ବସ୍ତିକର ଚିନ୍ତାଧାରା ଆସିଯାଉଛି । ମାତ୍ର ଏଭଳି ଚିନ୍ତା କରିବା ଠିକ ନୁହେଁ ।…

ଭିଟାମିନ୍-ସି’ ର ମାତ୍ରାଧିକ ସେବନ ଶରୀର…

କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ…
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications