ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ କ’ଣ ରହିଛି ରଙ୍ଗର ମହତ୍ତ୍ବ:…

ହୋଲି ହେଉଛି ରଙ୍ଗ ବେରଙ୍ଗର ଏମିତି ଏକ ପର୍ବ, ଯାହାକି ରଙ୍ଗ ମେଳ ସହ ମନୁଷ୍ୟତାର ମେଳକୁ ବି ଦର୍ଶାଏ। ଏହାକୁ ସବୁ ଧର୍ମର ଲୋକ ପୂରା ଉତ୍ସାହ ଓ ଆନନ୍ଦ ମନରେ ପାଳନ କରନ୍ତି। ପ୍ରେମର ରଙ୍ଗରେ ପୂର୍ଣ୍ଣ ଏହି ପର୍ବ ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟ, ଜାତିର ବନ୍ଧନକୁ ମୁକ୍ତ କରି ଭାଇଚାରାର ବାର୍ତ୍ତା ପ୍ରଦାନ…

୨୦୨୪ ସାଧାରଣ ନିର୍ବାଚନରେ ମହିଳା…

ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବରେ ବଢ଼଼ୁଛି ମହିଳା ଭୋଟର୍‌ଙ୍କ ଭାଗୀଦାରି। ଗୋଟିଏପଟେ ପୁରୁଷ ଓ ମହିଳା ଭୋଟର୍‌ଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଅଧିକରୁ ଅଧିକ ସଂଖ୍ୟକ ମହିଳା ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି। ଏପରିସ୍ଥଳେ ୨୦୨୪…

ଉଜ୍ଜୟିନୀ ମହାକାଳ ମନ୍ଦିରରେ ଭୟାବହ…

ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଘଟଣ ଘଟିଛି। ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ…

ନନ୍ଦନକାନନରେ ନୂଆ ଅତିଥି, ସିଂହୀ ରେୱା…

ନନ୍ଦନକାନନ: ହୋଲି ପୂର୍ବରୁ ନନ୍ଦନକାନନରେ ଖେଳିଯାଇଛି ଖୁସି ର ଲହରୀ। ନନ୍ଦନକାନନରେ ରବିବାର ୩ଟି ଅଣ୍ଡିରା ସିଂହ ଛୁଆ ଜନ୍ମ ହୋଇଛନ୍ତି। ସିଂହୀ ରେୱା ଠାରୁ ସକାଳ ୮ଟା ସୁଦ୍ଧା ୨ଟି ଓ ଅପରାହ୍ଣ ୩ଟାରେ ଗୋଟିଏ ଛୁଆ ଜନ୍ମ ହୋଇଛନ୍ତି। ଏଥି ସହିତ ନନ୍ଦନକାନନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧିପାଇଛି। ତେବେ ମାଆ…

ଖୁବ୍ ଶୀଘ୍ର ଟେଲିକମ୍ ଶିଳ୍ପରେ ମୁକେଶ…

ନୂଆଦିଲ୍ଲୀ,: ଭାରତର ଧନୀ ବ୍ୟବସାୟୀ ଗୌତମ ଆଦାନୀ ଖୁବ୍ ଶୀଘ୍ର ଟେଲିକମ୍ ଶିଳ୍ପରେ ପ୍ରବେଶ କରିବାକୁ ଯାଉଛନ୍ତି। ଏବେ ଟେଲିକମ୍‌ ସେବାରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ଆଦାନୀ। ଇଣ୍ଟରନେଟ୍ ସେବା ବଜାରରେ ଗୌତମ ଆଦାନୀଙ୍କ ପ୍ରବେଶ ନେଇ ସାରା ଦେଶରେ…

ଆଜି ପବିତ୍ର ଦୋଳପୂର୍ଣ୍ଣିମା: ସୁନାବେଶରେ…

ପୁରୀ: ଫାଲ୍‌‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ବା ମେଣ୍ଢାପୋଡ଼ି ନୀତି ସମ୍ପନ୍ନ ହୋଇଛି। ସୋମବାର ପବିତ୍ର ଦୋଳପୂର୍ଣ୍ଣିମା। ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ହଜାର ହଜାର…

ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଜାଲରେ ପୂର୍ବତନ ଲୋକସଭା ସାଂସଦ ତଥା ଟିଏମସି ନେତ୍ରୀ ମହୁଆ ମୈତ୍ର। କ୍ୟାସ୍‌ ଫର୍‌ କ୍ୱାରି ବା ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବାସଭବନରେ ଚଢାଉ କରିଛି ସିବିଆଇ। ଏହି ମାମଲାରେ ଗତବର୍ଷ ଡିସେମ୍ବର ୮ରେ ମହୁଆଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା…

ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ…

ପୁରୀ : ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶିପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ…

ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା…

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଟ୍ରକ ପଛକୁ ବାଇକ ଧକ୍କା ଦେଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ମୃତକ ସ୍ଥାନୀୟ ଅଞ୍ଚଳର । ଦୁର୍ଘଟଣା ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖବର ପାଇ ପୁଲିସ…

ରାଜଧାନୀରୁ ୨୬ ଲକ୍ଷ ଟଙ୍କାର…

ଭୁବନେଶ୍ବର: ରାଜଧାନୀରୁ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହା ଘଟଣାରେ ୨ ଯୁବତୀ ଗିରଫ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର। କାକଟପୁର ଓ ବାଲେଶ୍ବରର ୨ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…