Latest Odisha News, Breaking News Today | Top Updates on Corona

ନୂଆପଡାବାସୀଙ୍କ ପାଇଁ ମୁଖ୍ଯମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ କରିବେ । ଜିଲ୍ଲାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳପ୍ରକଳ୍ପର ଲୋକାର୍ପଣ କରିବେ । ଚାଷଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟଜଳ ଯୋଗାଇବ ୨୦୦୦ କୋଟିରେ ନିର୍ମିତ ଏହି ପ୍ରକଳ୍ପ। ନୂଆପଡ଼ାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ…

ପଛୁଆ ଜିଲ୍ଲାର ଆଗୁଆ ନାରୀ ‘ଲକ୍ଷ୍ମୀ

ମାଲକାନଗିରି: ନାରୀ ନୁହେଁ ଦୁର୍ବଳା, ନାରୀ ଅଟେ ସବଳା । ଆଜିର ଏହି ସମୟରେ ନାରୀ ମାନେ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ କରି ଦେଖେଇଛନ୍ତି । ନିଜେ ସ୍ୱାବଲମ୍ବୀ ହୋଇ ନିଜ ପରିବାର ପ୍ରତିପୋଷଣରେ ନାରୀ କୌଣସି ଗୁଣରେ କମ ନାହାନ୍ତି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଏମ୍‌ଭି…

ଛତିଶଗଡ଼ର ନକଲି ଟଙ୍କା କଟକ ମୁହାଁ!

କଟକ: କଟକ ବଜାରରେ ଏବେ ବୁଲୁଛି ନକଲି ଟଙ୍କା। ଗତ ସପ୍ତାହ ଭିତରେ ୩ରୁ ୪ଜଣ ଦୋକାନୀଙ୍କ ଏହାକୁ ନେଇ ଅଭିଯୋଗ ଆସିଛି। ଏହାଛଡ଼ା ଶନିବାର ରାତିରେ ଅରୁଣୋଦୟ ମାର୍କେଟର ଜଣେ ଦୋକାନୀ ମଧ୍ୟ ଠକାମିର ଶିକାର ହୋଇଛନ୍ତି। ନକଲି ଟଙ୍କାଗୁଡ଼ିକ ଅସଲି ଟଙ୍କା ସହ ଏଭଳି ଅବିକଳ କରାଯାଇଛି ଯେ ଯେ କେହି ଭକୁଆ ପାଲଟିଯିବ।…

ପଲିଥିନ ତଳେ ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି: ଦିବ୍ୟାଙ୍ଗ, ଅସହାୟ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଅନେକ ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଉଦାହରଣ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଏ। ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଥିଲା। ସମାଜରେ ମହିଳାଙ୍କୁ ସମାନ ଅଧିକାର, ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହା ପାଳିତ ହୁଏ। ମହିଳାଙ୍କୁ ସଶକ୍ତ କରିବା…

ସୋମବାର ରାଶିଫଳ ( ୦୮-୦୩-୨୦୨୧ )

ମେଷ:କେତେକ ସ୍ଥଳେ ବିଳମ୍ବ ପାଇଁ ଅଧୈର୍ଯ୍ୟ ହେବେ। ଚାକିରିରେ କର୍ତ୍ତୃପକ୍ଷଙ୍କ ଚାପ ରହିବ। ଶିଳ୍ପ ଓ ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ ବୃଷ:ଆର୍ଥିକ ପରିସ୍ଥିତି ଭଲ ରହିବ ନାହିଁ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭ…

କଡ଼ାକଡ଼ି ହେବ ଚେକିଂ, ରାଜଧାନୀ…

ଭୁବନେଶ୍ୱର: ଯାନବାହାନ ଜନିତ ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ପରିବହନ ବିଭାଗର ଆଉ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ପରିବହନ ଅଧିକାରୀ ଖାମାଖିଆଲି ଭାବେ ଗାଡ଼ିକୁ ଦେଖି ସାର୍ଟିଫିକେଟ ଦେବେନି। ଏଣିକି ଯାନବାହାନ ରାସ୍ତାରେ ଗଡ଼ିବା ପାଇଁ କେତେ ଫିଟ୍ ଆଉ କେତେ ଅନଫିଟ୍ ତାର ସାର୍ଟିଫିକେଟେ ଦେବ…

ବାଘ- ମଣିଷ ଲଢେଇ, ପରିବାରକୁ ବଞ୍ଚାଇବା…

ବେଙ୍ଗାଲୁର: ବାଘ ଓ ମଣିଷ ମଧ୍ଯରେ ଚାଲିଥିବା ଲଢେଇର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ଯକ୍ତି ନିଜକୁ ଓ ନିଜ ପରିବାରକୁ ବଞ୍ଚାଇବା ପାଇଁ ରକ୍ତାତ ହୋଇ ବଘ ସହ ଲଢୁଛନ୍ତି। How far will you go to protect your family? Rajagopal from…

‘ହୁ’ର ଚେତାବନୀ: ଆସିପାରେ କରୋନାର ତୃତୀୟ…

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପୁଣି ଥରେ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ସାରା ବିଶ୍ୱରେ ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି, ଫଳ​‌ରେ ସଂକ୍ରମଣ ସଂଖ୍ୟା ୧୧ କୋଟି ୭୦ ଲକ୍ଷରୁ ଅଧିକ ହୋଇଯାଇଛି। ଅନ୍ୟ ପକ୍ଷରେ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର…

ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ

ଭୁବନେଶ୍ୱର: ହୁତୁ ହୁତୁ ହୋଇ ଜଳୁଛି ଭୁବନେଶ୍ବରସ୍ଥିତ ଶିଖରଚଣ୍ଡୀ ଜଙ୍ଗଲ। ଶିଖରଚଣ୍ଡୀ ପାହାଡ଼ର ଅଧିକାଂଶ ଅଞ୍ଚଳ ଜଳୁଥିବା ଦେଖିବାକୁ ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ପାହାଡର ଉପର ପାର୍ଶ୍ୱରେ ନିଆଁ ଲାଗିଥିବା ଦେଖାଯାଇଛି। ତେବେ ଏହି ନିଆଁକୁ କେହି…
0Shares
0