ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ରାଜନଗର : ଥାନା ପାଖରୁ ଲୁଟ । ରାଜନଗର ଥାନା ୧ ଶହ ମିଟର ଦୂରରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ କୁ ତାଡି ଗତକାଲି ଵିଳମ୍ବିତ ରାତିରେ ଲୁଟିନେଲେ ଜଣେ ଯୁବକ । ତେବେ ଏଟିଏମରୁ କେତେ ଟଙ୍କା ଚୋରି ହୋଇଛି ତାହା ଜଣା ପଡିନଥିବାବେଳେ ସିସିଟିଭି ଫୁଟେଜ ସାହାଯ୍ୟରେ ପୋଲିସ ତନାଘନା ଆରମ୍ଭ କରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏଟିଏମ ଭିତରକୁ ପଶି ଡିଜିଟାଲ ଲକ ତାଡି ଦେଇଥିଲା । ଯୁବକ ଜଣଙ୍କ ହେଲମେଟ ପିନ୍ଧିଥିବାବେଳେ ଜୋତା ଓ ଟିସାର୍ଟ ପିନ୍ଧିଛନ୍ତି । ଯୁବକଙ୍କ ଏଟିଏମ ଭିତରେ ପ୍ରବେଶ ଠାରୁ ଆରମ୍ଭ କରି ଲକ ତାଡିବା ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ସିସିଟିଭରେ ରେକର୍ଡ ହୋଇଛି । ସିସିଟିଭି ରେକର୍ଡ଼କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.