ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁଜିସି ନେଟ୍‍ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଏନଟିଏ ପକ୍ଷରୁ ୟୁଜିସି ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍‍) ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୦ ତାରିଖ ଆବେଦନ ଶେଷ ଦିନ ରହିଛି। ଛାତ୍ରଛାତ୍ରୀ ମେ’ ୨୦ ଯାଏଁ ଆବେଦନ ଓ ୨୧ ତାରିଖରେ ତ୍ରୁଟି ସଂଶୋଧନ କରି ପାରିବେ ବୋଲି ଏନଟିଏ ଦର୍ଶାଇଛି। ମୋଟ୍‍ ୮୨ଟି ବିଷୟରେ ନେଟ୍‍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ଟର୍ମର ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେବ। ସକାଳ ୯ରୁ ୧୨ ଓ ଅପରାହ୍ଣ ୩ରୁ ୬ ଟା ଯାଏଁ ଦୁଇଟି ସିଫ୍ଟରେ ମଧ୍ୟ ପରୀକ୍ଷା ହେବ।

Leave A Reply

Your email address will not be published.