ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନୁଗୁଳରେ ମୃଦୁ ଭୂମିକମ୍ପ ଅନୁଭୂତ

ଅନୁଗୋଳ: ଅନୁଗୁଳ ଅଞ୍ଚଳ ଏବଂ ଆଖ ପାଖ ୫ କିଲୋମିଟର ଅଞ୍ଚଳରେ ଶନିବାର ମଧ୍ୟରାତ୍ର ପ୍ରାୟ ୧ ଟା ୭ ମିନିଟ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଭୂକମ୍ପ ସମୟରେ ଏକ ଭୟଙ୍କର ଶବ୍ଦ ହେବାରୁ ଅମଲାପଡା ଅଞ୍ଚଳର କିଛି ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା । ସେହି ପରି ଆଜି ସକାଳେ ମଧ୍ୟ ଅନୁଗୁଳ ସହର ରେ ଭୂକମ୍ପ ଅନୁଭୂତ ହୋଇଥିଲା l

Leave A Reply

Your email address will not be published.