ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଉ ଜଣେ ରସିକିଆ ଡାକ୍ତରଙ୍କୁ ବାନ୍ଧିଲା ମହିଳା ଥାନା ପୁଲିସ, ଏକାଧିକ ବିବାହ କରିଥିବା ଅଭିଯୋଗ

ଭୁବନେଶ୍ବର : ଆଉ ଜଣେ ରସିକିଆ ଡାକ୍ତରଙ୍କୁ ବାନ୍ଧିଛି ମହିଳା ଥାନା ପୁଲିସ। ଏକାଧିକ ଝିଅଙ୍କୁ ବିବାହ କରି ଠକିବା ଅଭିଯୋଗରେ କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ।ପାହାଳ ନିକଟରୁ ତାଙ୍କୁ ଗିରଫ କରିଛି ପୁଲିସ ।

କଟକ ଏସ୍‌ସିବି ମେଡିକାଲ୍‌ର ଡାକ୍ତର ଆଶିଷ ପଟ୍ଟନାୟକ ଏବେ ସୁଦ୍ଧା ୪ ଜଣଙ୍କୁ ବିବାହ କରିସାରିଛନ୍ତି। ଏନେଇ ତୃତୀୟ ପତ୍ନୀଙ୍କ ଅଭିଯୋଗ ପରେ ମହିଳା ଥାନା ପୁଲିସ ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି । ପାହାଳ ନିକଟସ୍ଥ ଏକ ହସ୍ପିଟାଲରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଡାକ୍ତରଙ୍କ ବିରୋଧରେ ମିଛ ବାହାଘର ଯୋଗେ ପତ୍ନୀଙ୍କୁ ଠକିଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.