ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୭,୭୩୩ କରୋନା ଆକ୍ରାନ୍ତ

କରୋନା ମହାମାରୀଙ୍କୁ ନେଇ ରାଜ୍ୟ ପାଇଁ ଖୁସି ଖବର । ଆଜି ଆଉ ୭୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ସୁସ୍ଥଙ୍କ ସଂଖ୍ୟା ବଢି ବଢି ଚାଲିଛି ଯାହା ଓଡିଶା ପାଇଁ ଶୁଭଙ୍କର । ଆଜି ଗୋଟିଏ ଦିନରେ ୪,୪୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୦୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୬୫, କଟକରୁ ୮୦୮, ନବରଙ୍ଗପୁରରୁ ୧୯୬, ଝାରସୁଗୁଡାରୁ ୮୦, ଅନୁଗୁଳରୁ ୩୮୧, ମୟୂରଭଞ୍ଜରୁ ୩୯୦, ସମ୍ବଲପୁରରୁ ୧୦୭, ନୂଆପଡାରୁ ୩୧, ପୁରୀରୁ ୩୫୩, ବରଗଡରୁ ୧୮୪, ଯାଜପୁରରୁ ୩୮୬, ବଲାଙ୍ଗିରିରୁ ୮୧, କେନ୍ଦୁଝରରୁ ୧୭୨, ଗଞ୍ଜାମରୁ ୯୨, ବାଲେଶ୍ୱରରୁ ୩୯୩, ଗଜପତିରୁ ୪୪, ରାୟଗଡାରୁ ୨୦୯, କଳାହାଣ୍ଡିରୁ ୧୬୬, ନୟାଗଡରୁ ୧୫୧, ସୋନପୁରରୁ ୬୩ , ଜଗତସିଂହପୁରରୁ ୨୦୦, ଦେବଗଡରୁ ୬୨, କେନ୍ଦ୍ରାପଡାରୁ ୧୮୫, କୋରାପୁଟରୁ ୧୮୫, ଭଦ୍ରକରୁ ୨୭୮, କନ୍ଧମାଳରୁ ୪୯ , ମାଲକାନଗିରିରୁ ୧୨୩, ଢେଙ୍କାନାଳରୁ ୪୯୯ ଓ ବୌଦ୍ଧରୁ ୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.