ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୫୫୪ ପଜିଟିଭ

ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍‌ ଜାରି ରହିଛି ।୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୫୪ ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୬ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୭୦୬୨ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୬୫୨ ସଂକ୍ରମିତ ।

ଅନୁଗୁଳରୁ ୧୩୩ , ବାଲେଶ୍ୱରରୁ ୨୭୧ , ବରଗଡ଼ ୩୧, ଭଦ୍ରକ ୧୫୮, ବଲାଙ୍ଗୀର ୩୧ , ବୌଦ୍ଧ ୩୩ , କଟକ ୫୦୧ , ଦେବଗଡ଼ ୮ , ଢେଙ୍କାନାଳ ୫୬ , ଗଜପତି ୨୪ , ଗଞ୍ଜାମ ୨୨ , ଜଗତସିଂହପୁର ୧୪୫ , ଯାଜପୁର ୨୫୬ , ଝାରସୁଗୁଡ଼ା ୧୧ , କଳାହାଣ୍ଡି ୨୧ , କନ୍ଧମାଳ ୩୮ , କେନ୍ଦ୍ରାପଡ଼ା ୧୧୯ , କେନ୍ଦୁଝର ୬୫ , କୋରାପୁଟ ୬୯ , ମାଲକାନଗିରି ୬୧ , ମୟୂରଭଞ୍ଜ ୧୯୬ , ନବରଙ୍ଗପୁର ୨୨ , ନୟାଗଡ଼ ୧୦୦ , ନୂଆପଡ଼ା ୨୦ , ପୁରୀ ୨୩୩ , ରାୟଗଡ଼ା ୬୧ , ସମ୍ୱଲପୁର ୧୮ , ସୋନପୁର ୨୯ , ସୁନ୍ଦରଗଡ଼ ୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.