ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ, ଲ୍ୟାଣ୍ଡିବେଳେ ବିଦ୍ୟୁତ ଖୁଣ୍ଟରେ ଧକ୍କା

ଅମରାବତୀ:  ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନ ବନ୍ଦରରେ ଏହି ବିମାନଟି ଅବରତରଣ କରିବା ସମୟରେ ରନ-ୱେରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବିମାନର ୱିଙ୍ଗ୍‌ସ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ବଡ଼ ଧରଣର କ୍ଷତି ଘଟିନାହିଁ ଏବଂ ବିମାନରେ ଥିବା ସମସ୍ତ ୬୪ ଯାତ୍ରୀ ସୁରକ୍ଷିତ ରହିଛନ୍ତି।  ଏହି ବିମାନରେ ପ୍ରାୟ ୬୪ ଜଣ ଯାତ୍ରୀ ଦୋହାରୁ ଗାନାଭରମକୁ ଯାତ୍ରା କରୁଥିଲେ ।

Leave A Reply

Your email address will not be published.