ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ

ପୁରୀ: ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ଭୁବନେଶ୍ବର ଏୟାରପୋର୍ଟରୁ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଯାଇଥିଲେ ଅନନ୍ତ। ସେଠାରୁ କଡ଼ାସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ନିକଟରେ ଅନନ୍ତଙ୍କ ନିର୍ବନ୍ଧ ସରିଛି । ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଆଶିଷ ନେଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ସେ ମୁମ୍ବାଇ ଫେରିଯିବାର କାର୍ଯ୍ଯକ୍ରମ ରହିଛି ।ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅନନ୍ତ କହିଛନ୍ତି ପ୍ରଭୁଙ୍କ ଆଶୀର୍ବାଦ ଏମିତି ଥାଉ । ଜୟ ଜଗନ୍ନାଥ । ଗତକାଲି ଗୌହାଟିର କାମାକ୍ଷା ପୀଠକୁ ଯାଇ ଦର୍ଶନ କରିଥିଲେ ଅନନ୍ତ।

Leave A Reply

Your email address will not be published.