ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ, ଆରମ୍ଭ ହେଲା ଅମ୍ଲାନ ଯୋଜନା

ଭୁବନେଶ୍ୱର: ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ  । ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ  । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅମ୍ଲାନ ଯୋଜନାର ଶୁଭାରାମ୍ଭ କରିଛନ୍ତି।  ଲାଭବାନ ହେବେ ୧.୩୭ କୋଟି ଲୋକ   । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଯୋଜନା  । ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଛନ୍ତି ରାଜ୍ୟ ସରକାର  । ଯୋଜନାରେ ଫୋକସରେ ରହିବେ ମହିଳା, ଶିଶୁ ଓ ଗର୍ଭବତୀ ମହିଳା  । ରାଜ୍ୟରେ ରକ୍ତହୀନତା ରୋଗୀକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଏହା ବଳିଷ୍ଠ କାର୍ୟ୍ୟକ୍ରମ  ।

Leave A Reply

Your email address will not be published.